ଗୁରୁବାର ସନ୍ଧ୍ୟାରେ ଏହି ମନ୍ତ୍ରର ଜପ କରିଲେ , ଜାଣନ୍ତୁ କି ଲାଭ ମିଳିଥାଏ

Homeଜୀବନଚର୍ଯ୍ୟା

ଗୁରୁବାର ସନ୍ଧ୍ୟାରେ ଏହି ମନ୍ତ୍ରର ଜପ କରିଲେ , ଜାଣନ୍ତୁ କି ଲାଭ ମିଳିଥାଏ

ଜୀବନଚର୍ଯ୍ୟା

By Sambad Last updated Jun 28, 2018

 0 1,285

ସେୟାର

ମଣିଷ ସବୁ ବେଳେ ଆନନ୍ଦରେ ରହିବାକୁ ଚାହେଁ । ସେ ସର୍ବଦା ଖୁସି ରହିବା ପାଇଁ ଚେଷ୍ଟା କରିଥାଏ। ଏଥିପାଇଁ ମଣିଷ କେତେ କ’ଣ ନ କରେ । ହେଲେ ଆପଣ ଜାଣନ୍ତି କି କେବଳ ଗୋଟିଏ ମନ୍ତ୍ର ଜପ କରିଲେ, ତାହା ଘଟି ପାରିବ । ଏହା ହେଲା- ପ୍ରସନ୍ନ ଚେତସା ହ୍ୟାଶୁ ବୁଦ୍ଧିଃ ପର୍ଯ୍ୟବତିଷ୍ଠତେ । ଏହି ମନ୍ତ୍ରକୁ କେବଳ ସନ୍ଧ୍ୟାବେଳେ ଜପ କରିବା ଉଚିତ । ଏହି ମନ୍ତ୍ର ଜପ କରିବା ବେଳେ ଉତ୍ତର ଦିଗକୁ ମୁଖ କରି ବସନ୍ତୁ। କ୍ରମାଗତ ୨୧ ଦିନ ଯାଏଁ ପ୍ରତ୍ୟେକ ଦିନ ୭ ଥର ଏହି ମନ୍ତ୍ର ଉଚ୍ଚାରଣ କରନ୍ତୁ । ମନରେ ପ୍ରସନ୍ନତା ଆସିବ ।


ନିରୋଗ ରହିବା ଲାଗି ମନ୍ତ୍ର: ନିରୋଗ ରହିବା ଲାଗି ଏହି ମନ୍ତ୍ର ଜପ କରନ୍ତୁ -ଗଙ୍ଗେ ଚ ଯମୁନେ ଚୈବ ଗୋଦାବରୀ ସରସ୍ୱତୀ ନର୍ମଦେ ସିନ୍ଧୁ କାବେରୀ ଜଳେ ଅସ୍ମିନ୍‌ ସନ୍ନିଧିଂ କୁରୁ । ଏହାକୁ ଗଙ୍ଗା ମନ୍ତ୍ର ବୋଲି ମଧ୍ୟ କୁହାଯାଏ । ପ୍ରାତଃ କାଳରେ ପୂର୍ବ ଦିଗକୁ ମୁହଁ କରି ଲଗାତର ୭ ଦିନ ଯାଏଁ ୩ ଥର ଏହି ମନ୍ତ୍ର ଜପ କରନ୍ତୁ । ଏହା ଫଳରେ ଆପଣ ସର୍ବଦା ନିରୋଗ ରହିବେ ।

ନଜର ଉତ୍ତାରିବା ପାଇଁ ମନ୍ତ୍ର: ‘ ନମସ୍ତେ ରୁଦ୍ରରୂପାୟ କରିରୂପାୟତେ ନମଃ ।’ ପ୍ରତ୍ୟେକ ଗୁରୁବାର ସନ୍ଧ୍ୟା ସମୟରେ ଏହି ମନ୍ତ୍ରର ଜପ କରିବା ଉଚିତ।

Comments

Popular posts from this blog

ARTICLES NOTES

BLOOD Notes

Tricks to remember indian states and capitals – Easy way: